ଆଜିର ରାଶିଫଳ ୧୩ ମଇ

ଆଜିର ରାଶିଫଳ

0

ମେଷ: ବଡ଼ କାମରେ ଆପଣଙ୍କୁ ଲାଭ ମିଳିବ। ବ୍ୟବସାୟରେ ବିସ୍ତାର ପାଇଁ ଯୋଜନା କରି ପାରନ୍ତି। ପାରିବାରିକ ଜୀବନରେ ସୁଖ ଶାନ୍ତି ବଢ଼ିବ ।କର୍ମକ୍ଷେତ୍ରରେ ସିଦ୍ଧିପ୍ରାପ୍ତ ହେବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ । ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।

ବୃଷ: ପୂଜାପାଠରେ ଅଧିକ ସମୟ ଦେବେ ମନସ୍କାମନା ପୂରା ହେବ ବେପାରିଙ୍କୁ ଆୟର ନୂଆ ଧାରା ମିଳିବ।ସୁଯୋଗକୁ ହାତଛଡ଼ା କଲେ ଦୁଯୋଗର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରି ତାର ସଦ୍‌ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବେ । ଧର୍ମମାର୍ଗରେ ମନୋନିବେଶ କରିବେ।

ମିଥୁନ: ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କ୍ୟାରିୟର ଲାଗି ନୂଆ ଦିଶା ମିଳିବ। ଉପରିସ୍ତ କର୍ମଚାରୀଙ୍କ ସହଯୋଗରେ ଆପଣଙ୍କ କାମ ସଂପୂର୍ଣ୍ଣ ହେବ ।ପରିଶ୍ରମର ମୂଲ୍ୟ ମିଳିବ । ନୃତ୍ୟ-ସଙ୍ଗୀତପ୍ରିୟ ହୋଇପାରନ୍ତି । ଯଶସ୍ୱୀ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଖର୍ଚ୍ଚାନ୍ତ ହେବେ ।

କର୍କଟ: ମନ ସାମାଜିକ କାର୍ଯ୍ୟ କରିବା ଦିଗକୁ ଯାଇପାରେ। ଆର୍ଥିକ ସ୍ଥିତି ମଜଭୁତ କରିବା ଲାଗି ଅଧିକ ପରିଶ୍ରମ କରିବେ। ଜୀବନସାଥୀଙ୍କ ଠାରୁ ଖୁବ୍ ସ୍ନେହ ପାଇବେ ।ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ। ରହିଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । ବନ୍ଧୁ ସହାୟତା ପାଇ ଖୁସି ହେବେ।

ସିଂହ: ଅଫିସରେ ପରିସ୍ଥିତି ଟିକେ ଅଲଗା ହୋଇପାରେ କୌଣସି ବଡ଼ ନିଷ୍ପତ୍ତି ନେବାରୁ ନିବୃତ୍ତ ରହନ୍ତୁ। ବ୍ୟବସାୟରେ ଲାଭ କମ୍ ମିଳିପାରେ ।ମନରେ ଅହଂ ଭାବ ଉଦ୍ରେକ ହୋଇପାରେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିପାରନ୍ତି ।

କନ୍ୟା: ସକାରାତ୍ମକ ଭାବନାର ପ୍ରୟୋଗ କରନ୍ତୁ। ମହିଳା ବନ୍ଧୁଙ୍କ ମାଧ୍ୟମରେ ଆପଣଙ୍କ କାମ ସଂପୂର୍ଣ୍ଣ ହେବ। ଛାତ୍ରଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ ।ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୁ ସମ୍ବାଦ ପାଇ ଖୁସି ହେବେ । ଦାମ୍ପତ୍ୟ ସୁଖ ମିଳିବ ।

ତୁଳା: ମନରେ ନୂଆ ବିଚାର ଆସିବ। ରାଜନୀତିରେ ଲାଭର ସୁଯୋଗ ମିଳିପାରେ। ପରିବାରରେ ଲାଗି ରହିଥିବା କଳହର ସମାଧାନ ହେବ ।ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ଶ୍ରମ ସାର୍ଥକ ହେବ। ଶତ୍ରୁନାଶ କରିବାରେ ସିଦ୍ଧହସ୍ତ ହେବେ । ମନରେ ଉଦ୍‌ବେଗ ଜାତ ହୋଇପାରେ । ସାରାଦିନ ବିଭିନ୍ନ ସମସ୍ୟା ଉପୁଜି ପାରେ।

ବିଛା: ଆର୍ଥିକ ଲାଭ ପାଇଁ ଭଲ ସୁଯୋଗ ପାଇବେ। କାମରେ ଅଧିକ ପରିଶ୍ରମ କରିବେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ ।ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସକାରାତ୍ମକ ମନୋଭାବ ରହିବ । ଭଗବତ୍ ଚିନ୍ତାରେ ନିମଗ୍ନ ହୋଇପାରନ୍ତି । ଦେବଦର୍ଶନର ସୌଭାଗ୍ୟ ଉଦୟ ହୋଇଛି । ଅଶାନ୍ତିର ଅବସାନ ଘଟିବ।

ଧନୁ: ଆପଣଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ବନ୍ଧୁ ସାହାଯ୍ୟ କରିବେ ଛାତ୍ରମାନେ ଲେଖାପଢ଼ାରେ ଅଧିକ ମନ ଦେବେ ।କଲ୍ୟାଣକାରୀ ଯୋଜନା ପ୍ରସ୍ତୁତିରେ ପାରଙ୍ଗମ ହେବେ । ଧନାଗମର ସୂଚନା ମିଳୁଛି । ତ୍ୟାଗପୁତ ମନୋଭାବର ହେବେ । ନୀତିଜ୍ଞ ହୋଇପାରନ୍ତି । ସ୍ୱାସ୍ଥ୍ୟହାନିର ଆଶଙ୍କା ଅଛି। ଆକସ୍ମିକ ସମସ୍ୟା ଦେଖାଦେଇପାରେ।

ମକର: ଶକ୍ତିମାନ ଓ ସକ୍ରିୟ ରହିବେ। ଆୟ ବୃଦ୍ଧି ଲାଗି ନୂଆ ସୁଯୋଗ ପାଇବେ। ଅଫିସରେ ନିଜ ମତ ରଖିବାରେ ସକ୍ଷମ ହେବେ।ଭଲ ଆୟ ହେବାର ସୂଚନା ମିଳୁଛି । ସରକାରୀ ବା ବନ୍ଧୁସୂତ୍ରରୁ ଲାଭବାନ୍‌ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ନୂଆବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ।

କୁମ୍ଭ: ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପାଇବେ। ପୁରୁଣା ବନ୍ଧୁଙ୍କ ସହିତ ଭାବ ବିନିମୟର ସୁଯୋଗ ମିଳିବା ଭାବିଚିନ୍ତି ଖର୍ଚ୍ଚ କରନ୍ତୁ ।ମନରେ ଉଦ୍ରେକ ହୋଇଥିବା ଉଦବେଗକୁ ଚାପି ରଖୁ କାର୍ଯ୍ୟରେ ଆଗୁସାର ହୋଇପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ । ସରଳ ଓ ମଧୁରଭାଷାରେ ପରକୁ ଆପଣାର କରିପାରନ୍ତି । ଅଯଥା ବିତର୍କରେ ଭାଗ ନିଅନ୍ତୁ ନାହିଁ ।

ମୀନ: ନୂଆ ଲୋକଙ୍କ ସହିତ ପରିଚୟ ହେବା ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବା ବେପାର ଲାଗି ମନରେ ନୂଆ ବିଚାର ଆସିପାରେ।କାର୍ଯ୍ୟକୁ କରାୟତ୍ତ କରିବାରେ ସକ୍ଷମ ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ଶୁଭ ଖବର ମିଳିପାରେ। ଲାଭବାନ୍‌ ହୋଇପାରନ୍ତି । ଧାର୍ମିକ | ମନୋଭାବର ହେବେ।

Leave A Reply

Your email address will not be published.