କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଠାଇଥିବା ରିଲିଫ ସାମଗ୍ରୀ କୁ କାମାକ୍ଷାନଗର ବିଜେପି ଦ୍ୱାରା ବଣ୍ଟନ କରାଗଲା ।

0

ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ତଥା ବିଧାୟକ ପାର୍ଥୀ ଶ୍ରୀ ଶତୃଘ୍ନ ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ତଥା କାମାକ୍ଷାନଗର କୋରନା ପ୍ରଭାରୀ ଶ୍ରୀ ପ୍ରେମାନନ୍ଦ ଜେନା , କାମାକ୍ଷାନଗର ଏନ.ଏ.ସି ପ୍ରାକ୍ତନ ଉପନଗରପାଳ ତଥା ଅବସରପ୍ରାପ୍ତ ସେନା ଅଧିକାରୀ ଶ୍ରୀ ଅଶ୍ଵିନୀ ମହାପାତ୍ର ଙ୍କ ନେତୃତ୍ବରେ ଏବଂ ଭାରତୀୟ ଜନତା ପାର୍ଟି ନଗରମଣ୍ଡଳ ସଭାପତି ଵାରିଷ୍ଟର ଶ୍ରୀ ସନ୍ଦୀପ ପଟ୍ଟନାୟକ ଙ୍କ ସଭାପତିତ୍ଵ ରେ ଯୁବସମାଜ ସେବକ ତଥା ଯୁବ ନେତା ଦୀପକ ସାହୁ ଓ ପ୍ରାକ୍ତନ କାଉନସିଲର ରଣଜିତ କୁମାର ସାହୁ, ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଅବସରପ୍ରାପ୍ତ ସୈନିକ ଶ୍ରୀ ଶେଷ ଦେଵ ନାୟକ ଙ୍କ ସମ୍ପୁର୍ଣ୍ଣ ସହଯୋଗ ରେ ଓ ବିଜେପି ନଗରମଣ୍ଡଳ ର ସମସ୍ତ ପଦାଧିକାରୀ ବୃନ୍ଦ ତଥା ସାଧାରଣ ସମ୍ପାଦକ ଶ୍ରୀ ହେମନ୍ତ କୁମାର ଦାଶ, ସାଧାରଣ ସମ୍ପାଦକ ଶ୍ରୀ ଛଵିନାରାୟଣ ମହାକୁଡ଼,ଶ୍ରୀ ହରେକୃଷ୍ଣ ଷଣ୍ଢ, ଶ୍ରୀ ବମ୍ବ କବି, ଶ୍ରୀ ଜିତେନ୍ଦ୍ର ସାହୁ ଏବଂ ଜ୍ୟେଷ୍ଠ ବରିଷ୍ଠ କନିଷ୍ଠ ଦେବଦୂର୍ଲଭ କାର୍ଯ୍ୟକର୍ତା ମାନଙ୍କ ଉପସ୍ଥିତି ରେ କାମାକ୍ଷାନଗର ଏନ.ଏ.ସି ର ୧୨ ନମ୍ଵର ଓ଼୍ଵାର୍ଡ ଆଳତୁମା ଗ୍ରାମ ସଵରସାହିରେ ବସବାସ କରୁଥିବା ୭୦ ରୁ ଉର୍ଦ୍ଧ୍ବ ପରିଵାରକୁ ଓଡ଼ିଶା ବିଜେପି ଓ ମାନ୍ୟବର କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ କ୍ୟାବିନେଟ ମନ୍ତ୍ରୀ ଉଜ୍ଵଳାପୁରୁଷ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦ୍ଵାରା ଆସିଥିବା କିଛି ସହାୟତା ତଥା ଶୁଖିଲା ଖାଦ୍ୟ ସାମଗ୍ରୀ କିଟ ତତସହିତ ମାସ୍କ,ସାଵୁନ,ସାନିଟାଇଜର ବଣ୍ଟନ କରାଗଲା ଏବଂ କୋରନା ସଚେତନତା ବାର୍ତ୍ତା ପ୍ରଦାନ କରାଗଲା ‌।

Leave A Reply

Your email address will not be published.