ମହାରାଷ୍ଟ୍ର ରେ ଦୁଇଜଣ ନିରୀହ ସାଧୁ ଙ୍କ ସମେତ ତିନି ଜଣଙ୍କୁ ପିଟିପିଟି ନିର୍ମମ ହତ୍ୟା। ଗେରୁଆ ବସ୍ତ୍ରଧାରୀ ହେବା…

ଶିବାଜୀ ମହାରାଜା ଙ୍କ ଜନ୍ମମାଟି ମହାରାଷ୍ଟ୍ର ରେ ଦୁଇ ଜଣ ନିରୀହ ବୃଦ୍ଧ ସାଧୁ ଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ଏହା ଏକ ଆତ୍ମା ଥରି ଉଠିଲା ପରି ଘଟଣା । ପୋଲିସ ଉପସ୍ଥିତ ରେ ଦୁଇ ଜଣ ସାଧୁ ଏବଂ ତାଙ୍କ ଡ୍ରାଇଭର ସର୍ବମୋଟ ତିନି ଜଣ ଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି ।…

ଆଜିର ରାଶିଫଳ ୨୦ ଏପ୍ରିଲ୍

ମେଷ: ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। ଉଚ୍ଚ ଅଧିକାରୀଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ ।ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ସାମୟିକ ଭାବେ ଅନଟନର ଶିକାର ହୋଇପାରନ୍ତି । ଅନ୍ୟଠାରୁ ଧନ ପାଇ ପାରନ୍ତି । ବୃଷ: ସାମାଜିକ…

ବଡଚଣା ଆଇଆଇସି ସସପେଣ୍ଡ ! ଲକଡାଉନ ନିୟମ ଉଲ୍ଲଙ୍ଘନ କରି ଶ୍ରୀମନ୍ଦିର ରେ ପ୍ରବେଶ କରିବା ପଡିଲା ମହଙ୍ଗା ।

ଭୁବନେଶ୍ଵର : ଲକଡାଉନ କଟକଣା ନିୟମ ଭାଙ୍ଗିବା ବଡ଼ଚଣା ଆଇଆଇସିଙ୍କୁ ପଡ଼ିଲା ମହଙ୍ଗା। ଲକଡାଉନ ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଯାଇଥିଲେ ବଡ଼ଚଣା ଆଇଆଇସି। ଏହି ଘଟଣାକୁ ଡିଜିପି ଅଭୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଭାବେ ଗ୍ରହଣ କରିଛନ୍ତି ଏବଂ ଆଇଆଇସି ଦୀପକ କୁମାର ଜେନାଙ୍କୁ…

ଆଜିର ରାଶିଫଳ ୧୯ ଏପ୍ରିଲ୍

ମେଷ:ଆପଣ ଆଜି ସମ୍ମାନିତ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ । ସରକାରୀ ମାନ୍ୟତାପ୍ରାପ୍ତି ସହିତ ଧନପ୍ରାପ୍ତିର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ବୃଷ: ଯୋଗାଯୋଗ ସୁଫଳ ହେବ । ଶୁଭଫଳ ଆଶା…

ଏପ୍ରିଲ ୨୦ ପରେ ଲକ୍ ଡାଉନ ନିୟମ କୁ କେଉଁ କେଉଁ କ୍ଷେତ୍ରରେ କରାଯିବ କୋହଳ ଆସନ୍ତୁ ଜାଣିବା ।

୧. ସବୁ ଚାଷ ଓ ପନିପରିବା ଯଥା: କ. ଚାଷ ଜମିରେ ଚାଷି ଓ ମଜଦୁର କାମ କରିପାରିବେ । ଖ. ଚାଷିଙ୍କ ଫସଲ ଜିଣା ବିକା ଚାଲିବ, ଯଥା ପରିବା, ଫଳ ଇତ୍ୟାଦି। ଗ. ମଣ୍ଡି ଚାଲିବ । ଘ. ଚାଷରେ ନିୟୋଜିତ ଯନ୍ତ୍ରପାତିର କିଣା ବିକା ଓ ମରାମତି ପାଟ ଆଦିର ଦୋକାନ ଖୋଲା ରହିବ । ଙ. ସାର,…

ଆରୋଗ୍ୟ ସେତୁ ଆପ୍ କଣ ? ଏହା କିପରି କାମ କରେ ? କୋରୋନା ମୁକାବିଲା ପାଇଁ ଏହା ଜରୁରୀ ଅଟେ ।

ଯେଉଁ ବେଗରେ ଏହି କରୋନା ପରି ବିପଜ୍ଜନକ ରୋଗର ଗତି ବଢୁଛି, ତାଲା ବନ୍ଦ ବଢ଼ାଇବାକୁ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦେଶବାସୀ ଙ୍କୁ ଉଦବୋଧନ ଦେଇ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। କରୋନା ଭାଇରସ ସଙ୍କଟର ମୁକାବିଲା ପାଇଁ…

ଆଜିର ରାଶିଫଳ ୧୮ ଏପ୍ରିଲ୍

ମେଷ: ବରିଷ୍ଠଙ୍କ ସହିତ ପୁରୁଣା ମାମଲା ନେଇ ଆଲୋଚନା କରିବେ। ଆପଣଙ୍କର କାମ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପୂରା ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।ଲକ୍ଷ୍ୟ ହାସଲରେ ସକ୍ଷମ ହେବେ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ ନାନାବିଧ ସମ୍ମାନର ଅଧିକାରୀ ହେବେ ଯାନବାହନ ସୁଖ ମିଳିପାରେ । ବୃଷ:…

ଆଜିର ରାଶିଫଳ ୧୭ ଏପ୍ରିଲ୍

ମେଷ: କୌଣସି ସକରାତ୍ମକ ସୂଚନା ମିଳିପାରେ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ନୂଆ କାରବାରରେ ପୁଞ୍ଜି ଲଗାଇବା ପାଇଁ ବିଚାର କରିବେ ।କାର୍ଯ୍ୟ ଆୟତ୍ତାଧୀନ ହୋଇପାରେ । ସ୍ୱଳ୍ପ ଆୟ ହେବ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ର ଉଜ୍ଜଳମୟ କରିବେ । ଆର୍ଥିକ ସ୍ଥିତିରେ…

ଆଜିର ରାଶିଫଳ ୧୬ ଏପ୍ରିଲ୍

ମେଷ: ଆପଣଙ୍କର ସ୍ୱଭାବ ନେତାଙ୍କ ଭଳି ରହିବ । କଷ୍ଟରେ ଥିବା ବନ୍ଧୁଙ୍କ ସହାୟତା କରିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ବଂଶ ମର୍ଯ୍ୟାଦାର ରକ୍ଷାକର୍ତ୍ତା ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଦୟାଳୁ ସ୍ୱଭାବର ହେବେ…

ଆଜିର ରାଶିଫଳ ୧୪ ଏପ୍ରିଲ୍

ମେଷ : ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ। ଲୋକମାନଙ୍କୁ ସାହାଯ୍ୟ କରିବା ଆପଣଙ୍କ ଲାଗି ଲାଭପ୍ରଦ ହେବ। ମନସ୍କାମନା ପୂରଣ ହେବ।ଦୂରଯାତ୍ରାରେ ସୁଫଳ ମିଳିବ। କ୍ଷମତାର ସଦୁପଯୋଗ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ । ଧର୍ମମାର୍ଗୀ ହୋଇପାରନ୍ତି । ବୃଷ : ସାମାଜିକ ସ୍ତରରେ ଆପଣଙ୍କର…