Browsing Category

Special

ବଡଚଣା ଆଇଆଇସି ସସପେଣ୍ଡ ! ଲକଡାଉନ ନିୟମ ଉଲ୍ଲଙ୍ଘନ କରି ଶ୍ରୀମନ୍ଦିର ରେ ପ୍ରବେଶ କରିବା ପଡିଲା ମହଙ୍ଗା ।

ଭୁବନେଶ୍ଵର : ଲକଡାଉନ କଟକଣା ନିୟମ ଭାଙ୍ଗିବା ବଡ଼ଚଣା ଆଇଆଇସିଙ୍କୁ ପଡ଼ିଲା ମହଙ୍ଗା। ଲକଡାଉନ ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଯାଇଥିଲେ ବଡ଼ଚଣା ଆଇଆଇସି। ଏହି ଘଟଣାକୁ ଡିଜିପି ଅଭୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଭାବେ ଗ୍ରହଣ କରିଛନ୍ତି ଏବଂ ଆଇଆଇସି ଦୀପକ କୁମାର ଜେନାଙ୍କୁ…

ଏପ୍ରିଲ ୨୦ ପରେ ଲକ୍ ଡାଉନ ନିୟମ କୁ କେଉଁ କେଉଁ କ୍ଷେତ୍ରରେ କରାଯିବ କୋହଳ ଆସନ୍ତୁ ଜାଣିବା ।

୧. ସବୁ ଚାଷ ଓ ପନିପରିବା ଯଥା: କ. ଚାଷ ଜମିରେ ଚାଷି ଓ ମଜଦୁର କାମ କରିପାରିବେ । ଖ. ଚାଷିଙ୍କ ଫସଲ ଜିଣା ବିକା ଚାଲିବ, ଯଥା ପରିବା, ଫଳ ଇତ୍ୟାଦି। ଗ. ମଣ୍ଡି ଚାଲିବ । ଘ. ଚାଷରେ ନିୟୋଜିତ ଯନ୍ତ୍ରପାତିର କିଣା ବିକା ଓ ମରାମତି ପାଟ ଆଦିର ଦୋକାନ ଖୋଲା ରହିବ । ଙ. ସାର,…

ଆରୋଗ୍ୟ ସେତୁ ଆପ୍ କଣ ? ଏହା କିପରି କାମ କରେ ? କୋରୋନା ମୁକାବିଲା ପାଇଁ ଏହା ଜରୁରୀ ଅଟେ ।

ଯେଉଁ ବେଗରେ ଏହି କରୋନା ପରି ବିପଜ୍ଜନକ ରୋଗର ଗତି ବଢୁଛି, ତାଲା ବନ୍ଦ ବଢ଼ାଇବାକୁ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦେଶବାସୀ ଙ୍କୁ ଉଦବୋଧନ ଦେଇ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। କରୋନା ଭାଇରସ ସଙ୍କଟର ମୁକାବିଲା ପାଇଁ…

ପାକିସ୍ତାନକୁ ମହଙ୍ଗା ପଡିଲା ସୀମାନ୍ତରେ ଅସ୍ତ୍ରବିରତି ଉଲ୍ଲଂଘନ।ଭାରତର ଜବାବରେ ଟଳିଲେ 5 ପାକିସ୍ତାନୀ ଯବାନ ! ଅନେକ…

ପୁଣି ଅଶାନ୍ତ ଉପତ୍ୟକା । ସୀମା ରେ ଗୁଳିବିନିମୟ । ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ପାକିସ୍ତାନ ସେନା କୁ ମହାଙ୍ଗା ପଡିଛି । ଉତ୍ତର କାଶ୍ମୀର ର କୂପବାଡା ଜିଲ୍ଲାର କିରନ ସେକ୍ଟର ନିଲାମ ଘାଟି ରେ ଭାରତୀୟ ସେନା ର ଜବାବି ଆକ୍ରମଣ ରେ ୫ ଜଣ…

ଲକଡାଉନ୍ ଅବଧି ବୃଦ୍ଧି ପାଇଁ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେଲେ ପ୍ରସ୍ତାବ ! ପ୍ରଧାନମନ୍ତ୍ରୀ କହିଲେ ମୁଁ ସଦାବେଳେ…

ନୂଆଦିଲ୍ଲୀ: ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ କରୋନା ଭାଇରସର ମୁକାବିଲା ନେଇ ଭିଡ଼ିଓ କଂଫେରେନ୍ସିଂ ଦ୍ୱାରା ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ବିଭିନ୍ନ ପ୍ରକାରର ପ୍ରସ୍ତାବ ମାନ ଦେଇଛନ୍ତି। ଏପ୍ରିଲ 14…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ଟ୍ୱିଟରରେ ଫଲୋ କରିବା ଆରମ୍ଭ କଲା ହ୍ୱାଇଟ ହାଉସ 

ନୂଆଦିଲ୍ଲୀ : ସାରା ବିଶ୍ୱରେ ଏବେ କୋରୋନା ମୁକାବିଲା ନେଇ ଚିନ୍ତାରେ ବୁଡି ରହିଛି। ଏହି ଲଢେଇରେ ଭାରତ ନେତୃତ୍ୱ ନେବା ପାଇଁ ଅନେକ ଦେଶ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଦେଶକୁ ସାହାର୍ଯ୍ୟ କରିବା ପାଇଁ ମଧ୍ୟ ଆଗେଇ ଆସିଛନ୍ତି । ବିଶ୍ୱର ସବୁଠାରୁ…

ତେଲେଙ୍ଗାନା ର ମା ଆନ୍ଧ୍ରରେ ଫସି ରହିଥିବା ପୁଅକୁ ଆଣିବା ପାଇଁ ସ୍କୁଟିରେ 1400 କିମି ଯାତ୍ରା କରିଛନ୍ତି ! ମା ପରି…

ଦେଶରେ ଲକ୍ ଡାଉନ୍ ସମୟରେ ସାମ୍ନାକୁ ଆସିଛି ଏପରି ଚିତ୍ର ଯାହା ଆପଣଙ୍କ ହୃଦୟକୁ ଆନ୍ଦୋଳିତ କରିବ । ପୁଅକୁ ଘରକୁ ଆଣିବା ପାଇଁ ୧୪୦୦ କିଲୋ ମିଟର ସ୍କୁଟିରେ ଚଳାଇଲେ ମା । ଦେଶରେ ଲକ୍ ଡାଉନ୍ ଲାଗୁ ହୋଇଥିବା ବେଳେ ଜଣେ ମା ଏକଲା ସ୍କୁଟିରେ ଗଲେ ୧୪୦୦ କିଲୋମିଟର ଓ ସାଥିରେ ଅନ୍ୟ ସହରରେ…

ସୁରତ ରେ ଥିବା ଓଡ଼ିଆ ମାନଙ୍କ ପାଇଁ ଦେବଦୂତ ସାଜିଲେ ଓଡ଼ିଆ ପୁଅ ପ୍ରଦୀପ ! ବଢ଼ାଇଲେ ସହଯୋଗ ର ହାତ ।

ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବା ବେଳେ ଏଥିରୁ ବାଦ ପଡିନି ଆମ ଦେଶ ଭାରତ । ଭାରତ ରେ କରୋନା ର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । କେନ୍ଦ୍ର ସରକାର ସମଗ୍ର ଭାରତ କୁ ଲକ ଡାଉନ ଘୋଷଣା କରିଛନ୍ତି । ଲକ ଡାଉନ ରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଓ ଶ୍ରମିକ ମାନେ ।…

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ କେନ୍ଦ୍ର ସରକାର ଆର୍ଥିକ ପ୍ୟାକେଜ ଘୋଷଣା…

ଦେଶରେ ବଢିଚାଲିଥିବା କୋରନା ମହାମାରୀ ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଛି ବଡ଼ ନିଷ୍ପତ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ନିମନ୍ତେ କେନ୍ଦ୍ର ସରକାର ଙ୍କ ଦ୍ଵାରା ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି।India Covid-19…

ଅପ୍ରେଲ ୩୦ ପର୍ଯ୍ୟନ୍ତ ଓଡିଶା ରେ ଲକ ଡାଉନ ବୃଦ୍ଧି ପାଇଁ ନିଷ୍ପତ୍ତି ! କେନ୍ଦ୍ର ସରକାର ଙ୍କୁ ସୁପାରିସ କଲେ ରାଜ୍ୟ…

ଆଜି ରାଜ୍ୟ କ୍ୟାବିନେଟ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଭିଡିଓ କନଫେରେନ୍ସ ଦ୍ୱାରା ବସିଥିବା ବୈଠକରେ ରାଜ୍ୟ ର ୫ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ । ଅପ୍ରେଲ ୩୦ ପର୍ଯ୍ୟନ୍ତ ଲକ ଡାଉନ ର ଅବଧି ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି ।…