Browsing Category

Videos

ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା

ଚଳିତ ବର୍ଷ ଜୁନ ୨୩ ତାରିଖ ରେ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ରେ ପ୍ରତିବର୍ଷ ୮ ରୁ ୧୦ ଲକ୍ଷ ଶ୍ରଦ୍ଧାଳୁ ଙ୍କ ସମାଗମ ହୁଏ । କୋରନା ପ୍ରଭାବ ଯୋଗୁଁ ଚଳିତବର୍ଷ ଭକ୍ତଙ୍କ ବିନା ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ସମ୍ପନ୍ନ ହୋଇପାରେ । ଆସନ୍ତା ୨୬…

ଆଜି ହେଉଛି ରାଷ୍ଟ୍ରୀୟ ନବବର୍ଷ ବା ହିନ୍ଦୁ ନବବର୍ଷ ! ଆସନ୍ତୁ ଜାଣିବା ଏହି ଦିନର ମହତ୍ତ୍ୱ ସମ୍ପର୍କରେ

ଆଜି ହେଉଛି ରାଷ୍ଟ୍ରୀୟ ନବବର୍ଷ ବା ହିନ୍ଦୁ ନବବର୍ଷ । ଆଜିର ଦିନ ଚୈତ୍ର ଶୁକ୍ଳ ପ୍ରତିପଦା କୁ ହିନ୍ଦୁ ନବବର୍ଷ ଭାବରେ ପାଳନ କରାଯାଏ । କାଳଗଣନା ଅନୁଯାୟୀ ଆଜିର ଦିନ ହେଉଛି ନବବର୍ଷ ର ପ୍ରାରମ୍ଭ ଓ ଏହା ଶାସ୍ତ୍ର ସମ୍ମତ ଅଟେ। ଚୈତ୍ର ଶୁକ୍ଳ ପ୍ରତିପଦା ଆଜିର ଦିନ ର ରହିଛି ସ୍ୱତନ୍ତ୍ର…

କାନ୍ଦିଲେ ଇଟାଲୀ ବାସୀ । କୋରୋନା କୁ ଭାରତୀୟ ମାନେ ଗୁରୁତ୍ୱର ସହ ନେବା ଆବଶ୍ୟକ , ନହଲେ ଆମେ ମଧ୍ୟ ଇଟାଲୀ ପରି…

କୋରୋନା ମହାମାରୀ କୁ ପୁରା ବିଶ୍ୱ ସାମ୍ନା କରୁଛି ଓ ଦୃଢ଼ ମୁକାବିଲା କରୁଛି , କୋରୋନା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଇଟାଲୀ ୫୦୦୦ ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଛନ୍ତି ଇଟାଲୀ ରେ । ଇଟାଲୀରେ ବିଶ୍ୱର ୪ର୍ଥ ସର୍ବଶ୍ରେଷ୍ଠ ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ଅଛି I କିନ୍ତୁ ସେମାନେ…

ଜନତା କର୍ଫ୍ୟୁ ର କଣ ରହିଛି ବୈଜ୍ଞାନିକ କାରଣ ?? ଆସନ୍ତୁ ଜାଣିବା

କୋରୋନା ବା କୋଭିଡ-୧୯ ଭାଇରସ ସମଗ୍ର ବିଶ୍ୱ ରେ ଆତଙ୍କ ଖେଳାଇଛି । ଏହା କବଳରୁ ଆମ ଦେଶ ଭାରତ ମଧ୍ୟ ବର୍ତିନାହିଁ ।ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଭାରତ ବାସୀ ଙ୍କୁ ନିବେଦନ କରିଛନ୍ତି କି ଆସନ୍ତା ୨୨ ମାର୍ଚ୍ଚ ରବିବାର ସକାଳ ୭ ରୁ ରାତି ୯ ମୋଟ ୧୪ ଘଣ୍ଟା ଜନତା କର୍ଫ୍ୟୁ…

ଭାରତୀୟ ପରମ୍ପରା ରେ ହୋଲି ର ମହତ୍ତ୍ୱ ଆପଣ ଜାଣିଛନ୍ତି କି ?? ଆସନ୍ତୁ ଜାଣିବା ହୋଲି ପଛରେ କଣ ରହିଛି ପୌରାଣିକ…

ଫଗୁଣ ମାସ ପୂର୍ଣିମା ଯାହା ଦୋଳ ପୂର୍ଣିମା ନାମରେ ସମସ୍ତେ ଜାଣନ୍ତି l ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ। ଯାହା ଫଗୁ ଦଶମୀ ନାମରେ ଖ୍ୟାତ l ଏହି ପର୍ବର ମୁଖ୍ୟ ଆରାଧ୍ୟ ହେଉଛନ୍ତି ରାଧାକୃଷ୍ଣ । ରାଧା କୃଷ୍ଣ ଙ୍କୁ ମୁଖ୍ୟତଃ ଏହି ପର୍ବରେ ଅବିର ଅର୍ପଣ କରାଯାଏ l…