Browsing Category

Viral

ଚୀନ୍ ର ରାଷ୍ଟ୍ରପତି ଜିନପିଙ୍ଗ କୁ ନେଇ ବଢ଼ିବାରେ ଲାଗିଛି ଜନଅସନ୍ତୋଷ । ଅନ୍ତ ହେବକି ଏକ ଛାତ୍ରବାଦ ଶାସନ ?

କୋରନା କବଳ ରୁ ମୁକ୍ତ ହୋଇଥିବା ନେଇ ଚୀନ୍ କରିଛି ବଡ଼ ଘୋଷଣା । ଚୀନ ର ଅର୍ଥନୀତି ପ୍ରଗତି ପଥରେ ପହଞ୍ଚି ସାରିଛି ବୋଲି ଚୀନ ଦେଉଛି ସମଗ୍ର ବିଶ୍ୱ କୁ ବାର୍ତ୍ତା । କୋରନା କୁ ନିଜ କବଳ ରେ ନେଇଥିବା କହିଛନ୍ତି ଚୀନ୍ ରାଷ୍ଟ୍ରପତି ଜି. ଜିନପିଙ୍ଗ । ମାତ୍ର ଚୀନ୍ ର ର କମ୍ୟୁନିଷ୍ଟ ଶାସନ…

କୋରନା ଚିକିତ୍ସା ପାଇଁ ଯାଇଥିବା ଡାକ୍ତରୀ ଦଳ କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ ।

ମଧ୍ୟପ୍ରଦେଶ: କୋରନା ଚିକିତ୍ସା ପାଇଁ ସ୍କ୍ରିନିଂ ଟେଷ୍ଟ କରିବାକୁ ଯାଇଥିବା ଡାକ୍ତରୀ ଦଳକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ।ଯାହାକି ଲୋକମାନଙ୍କ ରୁଗ୍ନ ଓ ହୀନ ମାନସିକତା କୁ ଦର୍ଶାଉଛି । ଆମ ପାଇଁ ଦିନରାତି ଏକତ୍ରିକରଣ କରିଥିବା ସ୍ୱୟଂ ଭଗବାନ ଙ୍କ ସଦୃଶ୍ୟ ଡାକ୍ତର । ମଧ୍ୟପ୍ରଦେଶ ର…

କୋରନା ନେଲା ବଡ଼ ମୁଣ୍ଡ ! ସ୍ପେନ ରାଜକୁମାରୀ ଙ୍କ ମୃତ୍ୟୁ ! ଜର୍ମାନ ର ଏକ ରାଜ୍ୟ ର ଅର୍ଥମନ୍ତ୍ରୀ ଙ୍କ ଆତ୍ମହତ୍ୟା।

ସ୍ପେନ ର ରାଜକୁମାରୀ ମାରିଆ ଟେରେସା ଙ୍କ କୋରନା ଭାଇରସ ସଂକ୍ରମଣ ରେ ମୃତ୍ୟହୋଇଛି । ପ୍ରଥମ ରାଜ ପରିବାର ର ସଦସ୍ୟ ଭାବେ ମାରିଆ ଙ୍କ ଏହି କୋରୋନା ଭାଇରସ ପ୍ରଭାବ ରେ ମୃତ୍ୟୁ ହୋଇଛି । ଏହି ୮୬ ବର୍ଷୀୟ ରାଜକୁମାରୀ ଫ୍ରାନ୍ସ ରେ ଅଧ୍ୟୟନ କରିଥିଲେ ଏବଂ ସେ ମାଡ୍ରିଦ ୟୁନିଭରସିଟି ରେ ଫ୍ରଫେସର…

ଯେଉଁଠାରେ ଶାହାରୁଖ, ସଲମାନ, ଆମୀର ନୀରବ ଅଛନ୍ତି ! ସେଠାରେ ଦକ୍ଷିଣ ସୁପରଷ୍ଟାର ଏବଂ ଅକ୍ଷୟ କୁମାର କରୋନା ମୁକାବିଲା…

କରୋନା ଭାଇରସ କୁ ଦୃଷ୍ଟିରେ ରଖି ସମଗ୍ର ଦେଶକୁ ଲକଡାଉନ୍ ଘୋଷଣା କରାଯାଇଅଛି, ଯାହା ଶ୍ରମିକ ଏବଂ ଗରିବଙ୍କ ଉପରେ ଅଧିକ ପ୍ରଭାବ ପକାଇଛି। ସାଉଥ ସୁପରଷ୍ଟାରମାନେ ଏହି ପ୍ରସଙ୍ଗରେ ଆସି ସରକାରଙ୍କ ରିଲିଫ ପାଣ୍ଠିକୁ ଟଙ୍କା ଦାନ କରିବା ଆରମ୍ଭ କରିଛନ୍ତି। ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ…

ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କ ସହ ଅଭିନେତ୍ରୀ ଝିଲ୍ଲୀକ ଙ୍କ ଗୋପନ ନିର୍ବନ୍ଧ। ।

ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କ ସହ ଅଭିନେତ୍ରୀ ଝିଲ୍ଲୀକ ଙ୍କ ସିକ୍ରେଟ ନିର୍ବନ୍ଧ। ଗୋପନ ରେ ଦୁହେଁ ନିର୍ବନ୍ଧ କରିଛନ୍ତି ଯାହା ଚର୍ଚ୍ଚା ର ଖୋରାକ ଯୋଗାଇଛି । ବେଶ କିଛି ଦିନ ହେଲା ଦୁହିଁଙ୍କ ବିବାହ ଖବର ବେଶ ଚର୍ଚ୍ଚା ରେ ରହିଥିଲା ଯାହା ଆଜି ସତ୍ୟ ସାବ୍ୟସ୍ଥ ହୋଇଛି ।ବିଧାୟକ…

ତୁଳସୀ ପତ୍ର ଚୋରି , ପତ୍ର ତୋଳା କୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ

ସହରର ସମସ୍ତ ତୁଳସୀ ଗଛ ଏବେ ଥୁଣ୍ଟା । ଖରା ପ୍ରଭାବ ପାଇଁ ନୁହେଁ , ମାରାତ୍ମକ କରୋନା ଆତଙ୍କରେ ଲୋକ ତୁଳସୀ ପତ୍ର ତୋଳିନେବାରୁ ସବୁ ତୁଳସୀ ଗଛ ଲଣ୍ଡା ହୋଇଯାଇଛି ।ତୁଳସୀ ପତ୍ର ଖାଇଲେ ଶରୀରରେ କରୋନା ପ୍ରଭାବ ପଡ଼ିବ ନାହିଁ। ଏପରି ଗୁଜବ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସହରରେ ତୁଳସୀ…