ଖରା ଦିନେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟ ଉପଯୋଗୀ ଫଳ ସର୍ବତ

ଫଳ ସର୍ବତ

1

ଆବଶ୍ୟକ ସାମଗ୍ରୀ :- ୧ ଟି ପାଚିଲା ଅମୃତଭଣ୍ଡା, ୩ଟି କମଳା, ୧ଟି ଲେମ୍ବୁ, ୧ ଚାମଚ ମହୁ

ପ୍ରସ୍ତୁତି ପ୍ରଣାଳୀ :- ଗୋଟିଏ ପାଚିଲା ଅମୃତ ଭଣ୍ଡା କୁ ଚୋପା ଛଡାଇ, ମଞ୍ଜି କାଢ଼ି ଛୋଟ ଛୋଟ ଖଣ୍ଡ କରି କାଟି ଚାମଚ ରେ ଚକଟି ଦିଅନ୍ତୁ । ସେଥିରେ କମଳା ରସ, କାଗଜି ଲେମ୍ବୁ ରସ ଓ ମହୁ ଦେଇ ଗ୍ରାଇଣ୍ଡର ରେ ଗ୍ରାଇଣ୍ଡିଙ୍ଗ କରି ଫ୍ରିଜ ରେ କିଛି ସମୟ ରଖି ଦିଅନ୍ତୁ। ଏହା ଥଣ୍ଡା ହୋଇଗଲେ ଗ୍ଲାସ ରେ ଢାଳି ପିଇବାକୁ ଦିଅନ୍ତୁ।

1 Comment
  1. Indrajit says

    Thanks for suggestions

Leave A Reply

Your email address will not be published.