କିଛି ୱେବ୍ ପୋର୍ଟାଲ୍ ନିଜ ଫାଇଦା ପାଇଁ ମିଥ୍ୟା ଖବର ପ୍ରଚାର କରୁଛନ୍ତି। ମିଛ ଖବର ଠାରୁ ଦୂରେଇ ରୁହନ୍ତୁ।

ମିଥ୍ୟା ଖବର ।

0

ଗତ କିଛି ଦିନ ହେବ ଫେସବୁକ୍ ରେ ଘୁରି ବୁଲୁଥିବା ଏଲିନା ସାମନ୍ତରାୟ ଏବଂ ଅଶ୍ଵିନୀ କୁମାର ସାହୁଙ୍କ ନାମରେ କିଛି ମିଛ ଗୁଜବକୁ ନେଇ ସୋସିଆଲ ମିଡ଼ିଆରେ ରେ ବହୁତ୍ ଚର୍ଚ୍ଚା ହେଉଛି, ଯେଉଁ ଖବର ରେ କି କୌଣସି ସତ୍ୟତା ନାହିଁ । କୌଣସି ବ୍ୟକ୍ତି ଙ୍କ ଫୋଟୋ କୁ ନେଇ କେହିବି ଫେକ୍ ଆକାଉଣ୍ଟ୍ ବନେଇ କାହାକୁ ବି ବଦନାମ କରାଯାଇ ପାରେ । କୌଣସି କମେନ୍ଟ କୁ ନେଇ କେବେ ଖବର ତିଆରି କରାଯାଏନି , ସୋସିଆଲ ମିଡିଆରେ କେହିବି କାହାକୁ କଟାକ୍ଷ କରୁଛି ଏହି ସବୁ ବିଷୟକୁ ନେଇ କେଭେ ଖବର ବନା ଯାଏନି କିନ୍ତୁ ଓଡ଼ିଶାର ଗୋଟେ ପ୍ରତିଷ୍ଠିତ ଫେସବୁକ୍ ପେଜ ( Odisha Reporter) କୈାଣସି ଅନୁସନ୍ଧାନ ନ କରି ଗୋଟେ ଛୋଟ ସ୍କ୍ରିନ୍ ସଟ୍ କୁ ନେଇ ଓଡ଼ିଶା ର ଲୋକପ୍ରିୟ ସୁପ୍ରସିଦ୍ଧ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ ନେଇ କିଛି ମିଛ ଖବର ପ୍ରକାଶ କରିଛି । ଯାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅଶ୍ଵିନୀ କହିଛନ୍ତି ଏବଂ ଏଲିନା ସାମନ୍ତରାୟ ଙ୍କ ସହ ତାଙ୍କର କେବେ ଦେଖା ହେଇନି ବୋଲି ସେ କହିଛନ୍ତି ଏବଂ ଏଲିନା ଙ୍କ ସହ ତାଙ୍କର କିଛି ସମ୍ପର୍କ ନାହିଁ ବୋଲି କହିଛନ୍ତି । ଏହି ଭଳି ମିଛ ଗୁଜବକୁ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି ଅଶ୍ଵିନୀ । ଏହି ଖବର ଟିକୁ ସେୟାର କରି ସମସ୍ତଙ୍କ ପାଖକୁ ସତ ଜଣେଇବାକୁ ଅନୁରୋଧ।

 

Leave A Reply

Your email address will not be published.