ସାରା ଅଲି ଖାନ୍ ନିଜ ଭାଈ ଇବ୍ରାହିମ୍ ସହ ବିକିନି ପୋଜ୍ ରେ ନଜର ଆସିଲେ , ପ୍ରଶଂସକ ଦ୍ୱାରା ତାଙ୍କୁ ଟ୍ରୋଲ ହେବାକୁ ପଡିଛି ।

ସାରା ଅଲି ଖାନ୍ ନିଜ ଭାଈ ଇବ୍ରାହିମ୍ ସହ ବିକିନି ପୋଜ୍ ରେ ନଜର ଆସିଲେ

0

ସାରା ଅଲି ଖାନ୍ ନିଜ ସାନ ଭାଈ ଇବ୍ରାହିମ୍ ସହ ବିକିନି ପୋଜ ରେ ନଜର ଆସିଛନ୍ତି । ଯେଉଁଥିପାଇଁ ତାଙ୍କୁ ପ୍ରଶଂସକ ମାନେ ଟ୍ରୋଲ କରିଛନ୍ତି । ନିଜ ଇନ୍ସଟାଗ୍ରାମ ପେଜ ରେ ଭାଈ ଜନ୍ମଦିନ ଅବସରରେ ପୋଷ୍ଟ କରିଥିବା ଏହି ଫୋଟୋ ସବୁ କୁ ପ୍ରଶଂସକ ମାନେ ବିରୋଧ କରିଛନ୍ତି । ପ୍ରଶଂସକ ମାନେ ଲେଖିଛନ୍ତି କି ନିଜ ଭାଈ ସହ ଏମିତି ଫୋଟୋ ନେବାକୁ ଲଜ୍ୟା କେମିତି ଲାଗିଲାନି ସାରା ଙ୍କୁ । ଏକ ଫୋଟୋ ରେ ସାରା ତାଙ୍କ ଭାଈ ଇବ୍ରାହିମ୍ ଙ୍କୁ ଜାବୁଡି ଧରିଛନ୍ତି । ସେହି ଫୋଟୋ ରେ ଇବ୍ରାହିମ୍ ଙ୍କୁ ଅସହଜ ଲାଗିଲା ପରି ଲାଗୁଛି , ଫୋଟୋ କୁ ଭଲ ଭାବରେ ଦେଖିଲେ ଜଣା ପଡୁଛି ଇବ୍ରାହିମ୍ ନିଜ ହାତକୁ ସାରା ଙ୍କ ଶରୀର ଠାରୁ ଦୁରେଇକି ରଖିଛନ୍ତି ସ୍ପଷ୍ଟ ବାରି ହେଉଛି ଯେ ଇବ୍ରାହିମ୍ ଅସହଜ ଅନୁଭବ କରୁଛନ୍ତି ।

ଏକ ଫୋଟୋ ରେ ସେ ଦୁହେଁ ଗାଧୋଇବା ନଜର ରେ ଆସୁଛନ୍ତି । ଅନ୍ୟ ଏକ ଫୋଟୋ ରେ ଦୁହେଁ ସ୍ୱିମିଙ୍ଗପୁଲ ରେ ସୋଇ ଫୋଟୋ ପୋଜ ନେବାର ନଜର ରେ ଆସୁଛନ୍ତି। ସମସ୍ତ ଫୋଟୋ କୁ କମେନ୍ଟସ ରେ ପ୍ରଶଂସକ ମାନେ ସାରା ଙ୍କ ଏଭଳି ଅବତାର କୁ ନାପସନ୍ଦ କରିଛନ୍ତି । କିଛି ପ୍ରଶଂସକ ନିଜ କମେଣ୍ଟ ରେ ଅସଭ୍ୟ ଭାଷା ରେ ଲେଖି ଗାଳି ଗୁଲଜ ମଧ୍ୟ କରିଛନ୍ତି । ଏବଂ କିଛି ମୁସଲମାନ ପ୍ରଶଂସକ ମନ୍ତବ୍ୟ ରେ ଲେଖିଛନ୍ତି ଏହା ଇସଲାମ ବିରୋଧୀ ସାରା ଙ୍କୁ ନିଜ ଧର୍ମ ପରିବର୍ତ୍ତନ କରିଦେବା ଆବଶ୍ୟକ। ସେଫଅଲି ଖାନ ଙ୍କ କନ୍ୟା ସାରା ।

Leave A Reply

Your email address will not be published.