ଆଜିର ରାଶିଫଳ ୧୧ ଏପ୍ରିଲ୍

ଆଜିର ରାଶିଫଳ

0

ମେଷ: ସମାଜସେବୀଙ୍କୁ ପ୍ରଶାସନର ପ୍ରଶଂସା ମିଳିପାରେ। ଇଂଜିନିୟରଙ୍କୁ କୌଣସି କାମରେ ଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ।ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅର୍ଥ ଚିନ୍ତାରେ ବ୍ୟତିବ୍ୟସ୍ତ ହେବେ । ଶୁଭକର୍ମ ବର୍ଜନୀୟ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି । ଚୋର ଭୟ ଅଛି । ଚିତ୍ତ ଅସ୍ଥିର ରହିବ । ସ୍ୱାଭିମାନୀ ହେବେ । ସତର୍କତା ଆବଶ୍ୟକ।

ବୃଷ: ବନ୍ଧୁମାନଙ୍କ ସାହାଯ୍ୟ ପାଇବେ। ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ପ୍ରତିଯୋଗୀ ପରୀକ୍ଷା ସମ୍ବନ୍ଧରେ ଭଲ ଖବର ପାଇବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ରହିଛି। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ସପତ୍ନୀଙ୍କ ଆନନ୍ଦ ଉପଭୋଗ କରିପାରନ୍ତି ।

ମିଥୁନ: ଆପଣଙ୍କ ବୀରତ୍ବକୁ ବଳ ମିଳିବ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ବ୍ୟବସାୟରେ ପ୍ରଗତି ହେବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ ।ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ ଶୁଭଖବର ମିଳିପାରେ । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଋଣପରିଶୋଧ କରିବେ । ବାଧା ବିଘ୍ନ ଥାଇ ମଧ୍ୟ କାର୍ଯ୍ୟ ହାସଲ କରିବେ।

କର୍କଟ: ବ୍ୟକ୍ତିଗତ କାମରେ ସମସ୍ୟା ଉତ୍ପନ୍ନ ହୋଇପାରେ। ଭାବିଚିନ୍ତି ନିଜର କଥା ଅନ୍ୟମାନଙ୍କ ଆଗରେ ରଖନ୍ତୁ ସାବଧାନତାର ସହ ଚଳନ୍ତୁ ।ବିଚାରବିମର୍ଶ କରି କାର୍ଯ୍ୟ କଲେ ସଫଳତା ମିଳିବ । ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ସୁସମାଚାର ପାଇ ଆନନ୍ଦ ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଭିନ୍ନ ଉପାୟରେ ପ୍ରଚୁର ଅର୍ଥ ଉପାର୍ଜନ କରିବେ ।

ସିଂହ: ଆଗକୁ ବଢ଼ିବା ଲାଗି ଯୋଜନା କରିବେ। ଆର୍ଥିକ ସ୍ଥିତି ନେଇ ଚିନ୍ତା ବଢ଼ିପାରେ ସପରିବାର ହସଖୁସିରେ ସମୟ ଅତିବାହିତ କରିବେ ।କୃଷିକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ପରିଶ୍ରମର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଦୁଃଖ ଲାଘବ ହେବ। ଧର୍ମ ପରାୟଣ ହେବେ।

କନ୍ୟା: ଜୀବନରେ ନୂଆ ସମ୍ଭାବନା ଦେଖା ଦେବ। ସୁଯୋଗର ଲାଭ ନିଅନ୍ତୁ। ରାଜନୀତିରେ ସଫଳତା ପାଇବେ। କାର୍ଯ୍ୟରେ ସଫଳତା ଲାଭ କରିବେ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବିଭିନ୍ନ ଦିଗରୁ ସାହାଯ୍ୟ ପାଇପାରନ୍ତି । ଧର୍ମୀୟ ଭାବନାରେ ବୁଡ଼ି ରହିବେ । ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି ।

ତୁଳା: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ । କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ କରିପାରନ୍ତି । ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ। ଇଚ୍ଛାଶକ୍ତି ବଳରେ ଅସାଧ୍ୟ କାର୍ଯ୍ୟକୁ ସାଧନ କରିପାରନ୍ତି । ଧନାଗମର ସୂଚନା ମିଳୁଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଯାନବାହନ ସୁଖ ମିଳିପାରେ। ଆୟଠାରୁ ବ୍ୟୟ ଅଧିକ ହେବ।

ବିଛା: ଆପଣଙ୍କର ଆବଶ୍ୟକ ପୂରଣ ହେବ। ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ, ଲାଭ ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ ।ସୁଖ-ସମ୍ମାନ ଲାଭ କରିପାରନ୍ତି । ରୋଜଗାର ଆଶାନୁରୂପ ହେବ । ସରକାରୀ ବା ବନ୍ଧୁଙ୍କ ସହଯୋଗରୁ ଲାଭବାନ୍‌ ହେବେ । ମିଷ୍ଠାନ୍ନ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ଵାସ୍ଥ୍ୟ ଭଲ ରହିବ । ଚିନ୍ତାଧାରା ଉନ୍ନତମାନର ହେବ।

ଧନୁ: ଆପଣଙ୍କୁ କୌଣସି ଭଲ କାମ ମିଳିପାରେ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ।ନିଜ କାର୍ଯ୍ୟର ଆବଶ୍ୟକତା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବେ । ରୁଚିପୂର୍ଣ୍ଣ କଥାବାର୍ତ୍ତା ଯୋଗୁଁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ । ସାହସୀ ଓ ଜ୍ଞାନୀ ହେବେ।

ମକର: ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଲୋକେ ଆପଣଙ୍କ କାମର ପ୍ରଶଂସା କରିବେ। ପ୍ରେମ ସମ୍ବନ୍ଧ ସୁଦୃଢ଼ ହେବ। ଆବଶ୍ୟକ ଆନୁଯାୟୀ ଖର୍ଚ୍ଚ କରନ୍ତୁ ।ବିଦ୍ୟା ବଳରେ ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ଆଗୁଆ ରହିବେ । ସୁସମ୍ବାଦ ପାଇ ଆଶ୍ୱସ୍ତ ହେବେ । । ସତକର୍ମରେ ନିୟୋଜିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

କୁମ୍ଭ: ସେବା କାର୍ଯ୍ୟ ପାଇଁ ଆପଣଙ୍କୁ ଆଶୀର୍ବାଦ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶିକ୍ଷଣୀୟ ରହିବ। ବୈବାହିକ ଜୀବନରେ ମଧୁରତା ଆସିବ ।ବିଶ୍ରାମ ନିବାକୁ ଇଚ୍ଛା ଥିଲେ ମଧ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ନିରଳସ ହେବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରକୁ ଉଜ୍ଜଳମୟ କରିବାରେ ସଫଳ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳ ଦେଖାଦେବ ।

ମୀନ: କ୍ୟାରିୟର ଓ ଚାକିରି ନେଇ ଚିନ୍ତା ବଢ଼ିପାରେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ତର୍କ କରି କୃତକାର୍ଯ୍ୟ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ । ନିଜ ଉଦ୍ୟମରେ କ୍ଷମତା ହାସଲ କରିବା ସହିତ ତା’ର ସବ୍ୟବହାର କରି ସୁନାମଧେୟ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।

Leave A Reply

Your email address will not be published.